ପୋଲିସ୍-ମାଓବାଦୀ ଗୁଳିବିନିମୟ: ବିପୁଳ ମାଓ ସାମଗ୍ରୀ ଜବତ

ବଣାଇ: ସୁନ୍ଦରଗଡ଼ ଜିଲ୍ଲା ବଣାଇ ଲୁଙ୍ଗା ପାହାଡ଼ରେ ପୋଲିସ୍ ଓ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଛି। ଲୁଙ୍ଗା ପାହାଡରେ ଏକ ମାଓ କ୍ୟାଂପ କରିଥିଲେ ମାଓବାଦୀ। ବିଶେଷ ସୂତ୍ରରୁ ଖବର ପାଇ ଏସ୍‌ପିଙ୍କ ନେତୃତ୍ୱରେ ଏସଓଜି ଓ ଡିଭିଏଫ ଯବାନମାନେ ଚଢ଼ାଉ କରିଥିଲେ। ଏହି ସମୟରେ ଉଭୟ ପକ୍ଷ ମଧ୍ୟରେ ଗୁଳି ବିନିମୟ ହୋଇଥିଲା। ଗତ ରାତି ୧୧ଟାରୁ ଭୋର ୪ ଟା ପର୍ଯ୍ୟନ୍ତ ଗୁଳି ବିନିମୟ ଜାରି … Continue reading ପୋଲିସ୍-ମାଓବାଦୀ ଗୁଳିବିନିମୟ: ବିପୁଳ ମାଓ ସାମଗ୍ରୀ ଜବତ